Shalandi Sahitya

Welcome to shalandi webzine

ଆମ ସମ୍ପର୍କରେ

  • ଶାଳଂଦୀ ସାହିତ୍ୟ  ଏକ ୱେବ ପତ୍ରିକା ।
  •  
  • ଯେଉଁ ଲେଖାସବୁ ସାରା ଦୁନିଆଁର ଓଡ଼ିଆ ୱେବ ବ୍ୟବହାରକାରୀମାନେ ପଢ଼ିବା ଉଚିତ ବୋଲି ମନେ କରାଯାଏ, ତାହା ହିଁ ପ୍ରକାଶ ପାଇବ ଶାଳଂଦୀ ସାହିତ୍ୟରେ ।
  •  
  • ଲେଖକ/ ଲେଖିକା/ ପାଠକ / ପାଠିକାମାନେ କେବଳ ଲେଖା ସଂପର୍କରେ ମତାମତ/ ପରାମର୍ଶ/  ସୁପାରିସ କରନ୍ତୁ ।  ଆମେ ତାହାକୁ ଏହି  ୱେବ ପତ୍ରିକାରେ ପ୍ରକାଶ କରିବୁ ।
  •  
  • ଲେଖା ସୁପାରିସ କରିବାକୁ ବିନମ୍ର ଅନୁରୋଧ ।
  •  
  • ଆମର ଲକ୍ଷ୍ୟ ସାରା ଦୁନିଆର ଓଡିଆ ପାଠକଙ୍କୁ ସଂଯୋଗ କରିବା ।
  •  
  • ଆମର ଲକ୍ଷ୍ୟ ସବୁ ଭଲ ଲେଖାଗୁଡ଼ିକ ଏକାଠି କରିବ। ।
  •  
  • ଆମର ଲକ୍ଷ୍ୟ ବର୍ତମାନ ସମୟର ସାହିତ୍ୟ ସମ୍ପର୍କରେ ଆଲୋଚନା କରିବ। ।
  •  
  • ଆମ ଉଦ୍ୟମକୁ ସହଯୋଗ କରନ୍ତୁ ।