Shalandi Sahitya

Welcome to shalandi webzine

ସମସାମୟିକ ସାହିତ୍ୟ ସମସ୍ୟା ଉପରେ ଏକ ଅନୁଶୀଳନ

ସମସାମୟିକ ସାହିତ୍ୟ ଓ ତଜ୍ଜନିତ ସମସ୍ଯା ସମ୍ପର୍କରେ ଏକ ଅନ୍ତରଙ୍ଗ ଆଲେଖ୍ୟ ପ୍ରସ୍ତୁତ କରିଛନ୍ତି ଜଣାଶୁଣା ଗାଳ୍ପିକ ସହଦେବ ସାହୁ ।

ପଢିଥିବା ଭଲ ବହି ସମ୍ପର୍କରେ ଏକ ଆଲୋଚନା ଲେଖିଛନ୍ତି ଗାଳ୍ପିକ ପରେଶ କୁମାର ପଟନାୟକ । ପୁସ୍ତକଟି ହେଉଛି ଚନ୍ଦ୍ରର ମୃତ୍ଯୁ ।

ସୁପ୍ରସିଦ୍ଧ ଇଂରାଜୀ କବି ତଥା ଗାଳ୍ପିକା କମଳା ଦାସଙ୍କ ଉପରେ ରଚିତ “ଲଭ କୁଇନ ଅଫ ମାଲାବାର”କୁ ଏକ ଭଲ ବହି ବୋଲି କହନ୍ତି ଗାଳ୍ପିକ ପରେଶ ପଟ୍ଟନାୟକ ।

ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶର ଜଣେ ପ୍ରତିଭାବାନ ଚିତ୍ରଶିଳ୍ପୀ ଡଃ କୋଣ୍ଡାପଲ୍ଲୀ ଶେଷାଗିରି ରାଓଙ୍କ ସମ୍ପର୍କରେ ଏକ ଆଲେଖ୍ୟ ।

ନମିତା ଗୋଖଲେଙ୍କ ଉପନ୍ୟାସ ଜଯପୁର ଜର୍ନାଲ ଉପରେ ସହଦେବ ସାହୁଙ୍କ ପ୍ରତିବେଦନ

ଜଣାଶୁଣା ଲେଖକ ତଥା ବୁଦ୍ଧିଜୀବୀ ଯଦୁନାଥ ପଣ୍ଡାଙ୍କ ସମସାମୟିକ ସାହିତ୍ୟ ଉପରେ ଏକ ତାର୍କିକ ବିଶ୍ଳେଷଣ

ରାମାନନ୍ଦ ସାଗରଙ୍କ ଜୀବନୀରେ ଓଡିଶାର ବରପୁତ୍ର ବିଜୁ ପଟ୍ଟନାୟକଙ୍କ ସମ୍ପର୍କରେ କିଛି ତଥ୍ୟ ପଢି ଆମୋଦିତ ହୁଏନ୍ତି ଲେଖକ ପରେଶ କୁମାର ପଟ୍ଟନାୟକ । ମନମୋହନ ପ୍ରଧାନ ଙ୍କ ଦ୍ଵାରା ଓଡିଆ ଅନୁଦିତ ସେଇ ଜୀବନୀର ପ୍ରକାଶନ ସହିତ ସମ୍ପୃକ୍ତ ହୁଅନ୍ତି । ସେଇ ଅନୁଭବ ସେ ବଖାଣିଛନ୍ତି ଏଇ ଆଲେଖ୍ୟରେ ।

ଓଡିଆ ଭାଷାରେ ନିଷିଦ୍ଧ ହୋଇଥିବା ପ୍ରଥମ ସାହିତ୍ଯ ବହି ହେଉଛି ଚନ୍ଦ୍ରମଣି ଦାସଙ୍କ ଉପନ୍ୟାସ `ହାଇଫେନ` । ଏ ସମ୍ପର୍କରେ ଅନୁସନ୍ଧାନମୂଳକ ଆଲେଖ୍ୟ ବାଢିଛନ୍ତି ଗବେଷକ ଜାକିର ଖାନ୍ ।

Total Items: 9