Shalandi Sahitya

Welcome to shalandi webzine

ସ୍ବନାମଧନ୍ୟ ଲେଖକ ସହଦେବ ସାହୁ ନିକଟରେ ପଢିଛନ୍ତି ଦୁଇଟି ବହି - ସ୍ମୃତି ତ କଦାପି ନୁହେଁ ଫିଙ୍ଗିବାର- ଲେଖକ – ହରିହର ମିଶ୍ର ଓ ଦିହକର କଥା- ଲେଖିକା – ଶ୍ରୀମତୀ ରାସେଶ୍ଵରୀ ମିଶ୍ର । ତାଙ୍କ ମତରେ ଏ ଦୁଇଟି ପୁସ୍ତକ ଅନ୍ଯତମ ଭଲ ବହି ।

ଧର୍ମବୀର ଭାରତୀଙ୍କ ଯୁଗାନ୍ତକାରୀ ନାଟକ ଅନ୍ଧଯୁଗ ସମ୍ପର୍କରେ ଏକ ସଶ୍ରଦ୍ଧ ଆଲୋଚନା ।

Total Items: 3