Shalandi Sahitya

Welcome to shalandi webzine

ପ୍ରକାଶନୀୟ ସୂଚନା

  • ସାହିତ୍ଯ ପୃଷ୍ଠାର ଲେଖା ସମ୍ପର୍କୀୟ ସୂଚନା
    1. ଶାଳନ୍ଦୀ ସାହିତ୍ୟ ପୃଷ୍ଠାରେ ଲେଖା ପ୍ରକାଶନ / ସ୍ପଷ୍ଟୀକରଣ ବା ସୂଚନା ପାଇଁ ଫୋନ ମାଧ୍ୟମରେ ଯୋଗାଯୋଗ ନ କରିବାକୁ ଅନୁରୋଧ । ଆପଣ ଚିଠି ଲେଖନ୍ତୁ । shalandi.sahitya@rediffmail.com କୁ ମେଲ ଦିଅନ୍ତୁ ।
    2. ବିଭିନ୍ନ ରଚନାକାରଙ୍କ ଲେଖାରେ ପ୍ରକାଶିତ ମତାମତ ତାଙ୍କର ନିଜସ୍ବ ମତାମତ । ଏ ସମ୍ପର୍କରେ ଶାଳନ୍ଦୀ ସାହିତ୍ୟର କୌଣସି ଦାୟିତ୍ବ ନାହିଁ ।
    3. ଯଦି କୌଣସି ଲେଖା ଅପମାନଜନକ, ଅସମ୍ମାନସୂଚକ ମନେହୁଏ, ତାହାକୁ ତତକ୍ଷଣାତ ୱେବଜିନରୁ ଅପସାରଣ କରାଯିବ । ଏହାର ପ୍ରକାଶନ ପାଇଁ ଶାଳନ୍ଦୀ ସାହିତ୍ୟ ଦାୟୀ ନୁହନ୍ତି ।
    4. ଲେଖା ଉପରେ ପାଠକଙ୍କ ମତାମତ ପାଠକଙ୍କ ନିଜସ୍ବ ମତ । ସବୁ ମତ ପ୍ରକାଶ ପାଇପାରିବ ନାହିଁ । କେବଳ ଶାଳୀନ ଓ ଯଥାଯୋଗ୍ୟ ମତାମତ ପ୍ରକାଶିତ ହେବ ।
    5. ରଚନାକାରଙ୍କ ବ୍ୟକ୍ତିଗତ ତଥ୍ୟ କେବେବି ପ୍ରଘଟ କରାଯିବ ନହିଁ । ଏ ସମ୍ପର୍କରେ କୌଣସି ତଥ୍ୟ ଦାବି କରିବା ଅନୁଚିତ ।
    6. ପ୍ରକାଶନ ନିୟମ ସମ୍ପର୍କରେ ଅଧିକ ସୂଚନା ବା ସ୍ପଷ୍ଟୀକରଣ ପାଇବା ପାଇଁ ଆମକୁ ଚିଠି ଲେଖନ୍ତୁ । ଠିକଣା - shalandi.sahitya@rediffmail.com
  • ଲେଖା ପ୍ରକାଶନର ନିୟମାବଳୀ
    1. ଶାଳନ୍ଦୀ ସାହିତ୍ୟରେ ପ୍ରକାଶ ପାଇବ କେବଳ ସାହିତ୍ୟ ସମ୍ପର୍କିତ ରଚନା ।
    2. ସମସ୍ତ ପ୍ରକାର ଲେଖା ପ୍ରକାଶନର ନିଷ୍ପତି ସମ୍ପାଦନା  ମଣ୍ଡଳୀର ଅଧିକାରଭୁକ୍ତ ।
    3. ଏହି ଵେବଜିନ ରେ ଗଳ୍ପ, କବିତା, ଶିଶୁସାହିତ୍ୟ, ବ୍ୟଙ୍ଗ ରଚନା ପ୍ରକାଶ ପାଇବ ।
    4. କିନ୍ତୁ ଲେଖାଗୁଡିକ ସମସାମୟିକ ପତ୍ରିକା / ସାମାଜିକ ଗଣ ମାଧ୍ୟମ/ ୱେବ ପତ୍ରିକାରୁ ସଂଗୃହୀତ ହେବ । ଏହି ରଚନା ସବୁ ପ୍ରକାଶ ପାଇବ ପାଠକ ମାନଙ୍କ recommendation ବା ସୁପାରିଶ ଆଧାରରେ ।
    5. ପାଠକମାନଙ୍କୁ ଅନୁରୋଧ ସେମାନେ ନିକଟ ଅତୀତରେ ପଢିଥିବା ଭଲ ଗଳ୍ପ, କବିତା, ଶିଶୁସାହିତ୍ୟ, ବ୍ୟଙ୍ଗ ରଚନା ସମ୍ପର୍କରେ ସୁପାରିଶ କରନ୍ତୁ । ସେଇ ସବୁ ଲେଖା ନେଇ ଆମେ ଇଣ୍ଟର୍ନେଟ ମାଧ୍ୟମରେ ବୃହତ୍ତର ପାଠକ ଗୋଷ୍ଠୀ ନିକଟରେ ପହଞ୍ଚିବା । ଏପରିକି କୌଣସି ପ୍ରକାଶିତ ଲେଖାକୁ ନିମ୍ନମାନର ମନେକଲେ ପାଠକମାନେ ଅପସାରଣ କରିବାକୁ ସୁପାରିଶ କରିପାରିବେ ।
    6. ଏହି ରଚନା ଗୁଡିକପାଇଁ ପାରିତୋଷିକ ବ୍ୟବସ୍ଥା ନାହିଁ ।
    7. ଫିଚର୍ସ ସ୍ତମ୍ଭରେ ପ୍ରକାଶିତ ହେବ ସାହିତ୍ୟ ସମ୍ପର୍କିତ ଗଦ୍ୟ ରଚନା । ଏହା ମୌଳିକ ଲେଖା ହୋଇଥିବା ଆବଶ୍ୟକ । ଏହଇ ଲେଖା 500 ଶବ୍ଦ ମଧ୍ୟରେ ରହିବା ଭଲ । ସମ୍ପାଦନା ମଣ୍ଡଳୀର ଅନୁମୋଦନ କ୍ରମେ ଏହା ପ୍ରକାଶ ପାଇବ। ଏଥିପାଇଁ ପାରିତୋଷିକ ଆକାରରେ ମିଳିବ 300 ଟଙ୍କାର(MRP)ପୁସ୍ତକ, ଯାହା ରଚନାକାର ଆମ bookstore ରୁ ନିଜ ପସନ୍ଦରେ ସଂଗ୍ରହ କରିପାରିବେ ।
    8. ଫିଚର୍ସ ସ୍ତମ୍ଭରେ ମଧ୍ୟ ରହିବ ଲେଖକଙ୍କ ପ୍ରଥମ ବହି , ପ୍ରଥମ ଲେଖା ପ୍ରକାଶନର ଅନୁଭୂତି । କୌଣସି ସାହିତ୍ୟ ସମ୍ମେଳନରେ ଯୋଗ ଦେଇଥିବାର ଅନୁଭୂତି । କୌଣସି ବିଶିଷ୍ଟ ଲେଖକଙ୍କ ସହିତ କଟାଇଥିବା ସ୍ମୃତି, ପଢିଥିବା କୌଣସି ଭଲବହି ଇତ୍ୟାଦି । ଲେଖାଟି 500 ଶବ୍ଦ ମଧ୍ୟରେ ରହିବା ଭଲ । ସମ୍ପାଦନା ମଣ୍ଡଳୀର ଅନୁମୋଦନ କ୍ରମେ ଏହା ପ୍ରକାଶ ପାଇବ। ଏଥିପାଇଁ ପାରିତୋଷିକ ଆକାରରେ ମିଳିବ 300 ଟଙ୍କାର(MRP) ପୁସ୍ତକ, ଯାହା ରଚନାକାର ଆମ bookstore ରୁ ନିଜ ପସନ୍ଦରେ ପାଇବେ
    9. ପୁସ୍ତକ ସମୀକ୍ଷା ପାଇଁ ଲେଖକ ଦୁଇଟି ପୁସ୍ତକ ପଠାଇବେ । ପ୍ରାପ୍ତି ସ୍ଵୀକାର ସ୍ତମ୍ଭରେ ଏହାର ପ୍ରାପ୍ତିସ୍ଵୀକାର ଅବଶ୍ୟ କରାଯିବ । ପୁସ୍ତକ ଗୁଡିକ bookstore ରେ ରହିବ । ଯଦି ବିକ୍ରୟ ହୁଏ ପ୍ରକାଶକଙ୍କୁ ୫୦% ଅର୍ଥ ରାଶି ଦିଆଯିବ । ଯଦି ସମ୍ପାଦନା ମଣ୍ଡଳୀ ଉପୟୁକ୍ତ ମନେକରନ୍ତି , ଏହାର ସମୀକ୍ଷା ୫୦୦ ଶବ୍ଦ ମଧ୍ୟରେ କରାଇବେ । ଏ କ୍ଷେତ୍ରରେ ପୁସ୍ତକ bookstore ରେ ରହିବ । କିନ୍ତୁ ପ୍ରକାଶକଙ୍କୁ କୌଣସି ଅର୍ଥ ରାଶି ମିଳିବ ନାହିଁ ।
    10. କୌଣସି ରଚନାକାର ପଢିଥିବା ଭଲବହି ସମ୍ପର୍କରେ ସମୀକ୍ଷା (୫୦୦ ଶବ୍ଦ ମଧ୍ୟରେ) ପଠାଇ ପାରିବେ । ସମୀକ୍ଷା ସହିତ  ଦୁଇଟି ବହି ପଠାଇବେ । ସମୀକ୍ଷା ପ୍ରକାଶନର ନିଷ୍ପତି ସମ୍ପାଦନା  ମଣ୍ଡଳୀର ଅଧିକାରଭୁକ୍ତ । ଏ କ୍ଷେତ୍ରରେ ପୁସ୍ତକ bookstore ରେ ରହିବ । ପ୍ରକାଶକଙ୍କୁ କୌଣସି ବିକ୍ରିଲବ୍ଧ ଅର୍ଥ ରାଶି ମିଳିବ ନାହିଁ । ରଚନାକାରଙ୍କୁ ପାରିତୋଷିକ ଆକାରରେ ମିଳିବ 300 ଟଙ୍କାର(MRP) ପୁସ୍ତକ, ଯାହା ରଚନାକାର ଆମ bookstore ରୁ ନିଜ ପସନ୍ଦରେ ସଂଗ୍ରହ କରିପାରିବେ ।
  • ପାରିତୋଷିକ ନିୟମାବଳୀ
    1. ଶାଳନ୍ଦୀ ସାହିତ୍ୟରେ ପ୍ରକାଶ ପାଉଥିବା ଲେଖା ଉପରେ ପରିତୋଷିକ ଦିଆଯିବ, ନିମ୍ନ ନିୟମ ଅନୁସାରେ
    2. ଫିଚର୍ସ ସ୍ତମ୍ଭରେ ପ୍ରକାଶିତ ସମସ୍ତ ଗଦ୍ୟ ରଚନା ପାଇଁ ପରିତୋଷିକ ମିଳିବ ।
    3. ଲେଖକଙ୍କ ପ୍ରଥମ ବହି , ପ୍ରଥମ ଲେଖା ପ୍ରକାଶନର ଅନୁଭୂତି, କୌଣସି ସାହିତ୍ୟ ସମ୍ମେଳନରେ ଯୋଗ ଦେଇଥିବାର ଅନୁଭୂତି, କୌଣସି ବିଶିଷ୍ଟ ସାରସ୍ଵତ ବ୍ଯକ୍ତିତ୍ବ ଙ୍କ ସହିତ କଟାଇଥିବା ସ୍ମୃତି, ପଢିଥିବା କୌଣସି ଭଲବହି, ପୁସ୍ତକ ସମୀକ୍ଷା, ବିଶିଷ୍ଟ ଲେଖକଙ୍କ ସହିତ ସାକ୍ଷାତକାର ପ୍ରଭୃତି ଲେଖା ପାଇଁ ପାରିତୋଷିକ ମିଳିବ ।
    4. ଲେଖାଗୁଡିକ 500 ଶବ୍ଦ ମଧ୍ୟରେ ରହିବା ଭଲ ।
    5. ସମ୍ପାଦନା ମଣ୍ଡଳୀର ଅନୁମୋଦନ କ୍ରମେ ଏହା ପ୍ରକାଶ ପାଇବ।
    6. ଉପରୋକ୍ତ ଲେଖା ପାଇଁ ପାରିତୋଷିକ ଆକାରରେ ମିଳିବ 300 ଟଙ୍କାର(MRP)ପୁସ୍ତକ, ଯାହା ରଚନାକାର ଆମ bookstoreରୁ ପସନ୍ଦ କରିବେ ।
    7. ପସନ୍ଦ କରିଥିବା ପୁସ୍ତକ ତାଲିକା ଆମ ପାଖକୁ ପଠାଇବେ mailରେ (shalandi.sahitya@rediffmail.com)। ଡାକ ଖର୍ଚ ଆମେ ବହନ କରିବୁ ।
  • Advertisement Rates

    1. Three Column advertisement (1000 pix X 100 pix) Front Page-display for one month-

    Rs.15000/-.

    2. Three Column advertisement (1000 pix X 100 pix) Inner Page-display for one month-

    Rs.12000/-.

    3. Two Column advertisement (750 pix X 100 pix) Front Page- display for one month-

    Rs.10000/-.

    4. Two Column advertisement (750 pix X 100 pix)Inner Page- display for one month-

    Rs.8000/-.

    5. Single Column advertisement (350 pix X 100 pix) Front Page- display for one month-

    Rs.7000/-.

    6. Single Column advertisement (350 pix X 100 pix) Inner Page- display for one month-

    Rs.5000/-.

    All the above advertisements will lead to a single page full advertisement (1000 pix X 1000 pix) or lead to website of the advertiser, if any.

    7. Static advt.- Single Column(350 pix X 250 pix) Front Page-display for one month-

    Rs.4000/-.

    8. Static advt.- Single Column(350 pix X 250 pix) Inner Page-display for one month-

    Rs.3000/-.

    There is a discount of 50% on above tariff rates for advertisements of Books and Magazines.

    Advertisers must pay GST on the advertisements to Govt. as per existing rules. A declaration having paid the GST must accompany the advertisement order.

  • Advertisement Rules
    We donot publish advertisements as under;

    1. Fake articles. We forbid the promotion of fake articles. Fake articles have a trademark or logo that is identical or virtually indistinguishable from someone else’s trademark. These articles imitate the brand characteristics of the product in an attempt to present it as an official product of the brand owner.

    2. Hazardous products or services. We consider it important for people to feel safe, online and offline. That is why it is not permitted to advertise certain products and services that cause damage or injury like- drugs (synthetic or organic); psycho-active substances; equipment that enables drug use; weapons; ammunition; explosive materials and fireworks; instructions for making explosives or other harmful products; tobacco products.

    3. Inappropriate content. Advertising is not permitted for the following: o hate, violence, intimidation, racism, sexual, religious or political intolerance or organisations with such beliefs o content that probably shocks or leads to disgust o content that exploits others or seems to dishonestly abuse others

    4. Forbidden practices - The following is not permitted: o harmful advertisements, sites or apps o advertisements that promote sites or apps that offer little unique value for users and that are mainly aimed at increasing traffic o companies that try to gain an unfair advantage in the advertisement auction, o companies that try to avoid our inspection process

    5. Adult content. We limit the promotion of the following adult content: • Offline erotic entertainment • Sex shops • Dating services • Services for international brides • Sexually suggestive content • Images of bare skin and nakedness 3. Alcohol. We limit the advertising of alcoholic beverages and beverages that look like alcoholic beverages

SUBSCRIBE

Get all latest news to your phone/email

Name

Email (the information will be not disclosed)

Phone No. (the information will be not disclosed)