Shalandi Sahitya
ଯାତ୍ରା ବୃତ୍ତାନ୍ତ Generic placeholder image

ବିସ୍ଥାପିତ କାହାଣୀ


ପ୍ରସନ୍ନ କୁମାର ହୋତା


ଭ୍ରମଣ ବୃତ୍ତାନ୍ତ ଆକାରରେ ଏକ ହୃଦୟସ୍ପର୍ଶୀ କାହାଣୀର ଉପସ୍ଥାପନ କରନ୍ତି ଗାଳ୍ପିକ ପ୍ରସନ୍ନ କୁମାର ହୋତା ।


Read More...


ଆଲୋଚନା Generic placeholder image

ଚନ୍ଦ୍ରର ମୃତ୍ୟୁ


ପରେଶ ପଟ୍ଟନାୟକ


ପଢିଥିବା ଭଲ ବହି ସମ୍ପର୍କରେ ଏକ ଆଲୋଚନା ଲେଖିଛନ୍ତି ଗାଳ୍ପିକ ପରେଶ କୁମାର ପଟନାୟକ । ପୁସ୍ତକଟି ହେଉଛି ଚନ୍ଦ୍ରର ମୃତ୍ଯୁ ।


Read More...


ଆଲୋଚନା Generic placeholder image

ଲେଖକ ଓ ପାଠକ


ସହଦେବ ସାହୁ


ସମସାମୟିକ ସାହିତ୍ୟ ଓ ତଜ୍ଜନିତ ସମସ୍ଯା ସମ୍ପର୍କରେ ଏକ ଅନ୍ତରଙ୍ଗ ଆଲେଖ୍ୟ ପ୍ରସ୍ତୁତ କରିଛନ୍ତି ଜଣାଶୁଣା ଗାଳ୍ପିକ ସହଦେବ ସାହୁ ।


Read More...


ସ୍ମୃତି କଥା Generic placeholder image

ରବି ଭାଇ : ଜଣେ ପ୍ରିୟ ମଣିଷ


ପରେଶ ପଟ୍ଟନାୟକ


ପ୍ରଖ୍ୟାତ ନାଟ୍ୟକାର ଗାଳ୍ପିକ ରବୀନ୍ଦ୍ର ନାଥ ଦାସଙ୍କର ପରଲୋକ ହୋଇଯାଇଛି ଗତ ୨୦.୦୪.୨୦୨୨ ରେ । ୧୯୪୨ ରେ ଜନ୍ମିତ ଶ୍ରୀ ଦାସ ନାଟକ “ବିଷର୍ଣ ପୃଥିବୀ” ପାଇଁ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର ପାଇଥିଲେ । ତାଙ୍କ ସମ୍ପର୍କରେ ସ୍ମୃତି ଚାରଣ କରିଛନ୍ତି ଗାଳ୍ପିକ ପରେଶ କୁମାର ପଟ୍ଟନାୟକ


Read More...


ସାକ୍ଷାତକାର Generic placeholder image

ଗପ ସେହି ପାହାଡ ଘେରା ଜଙ୍ଗଲ ଭିତରେ ଅଛି


ଦେବବ୍ରତ ମଦନରାୟ


କଥାକାରଙ୍କ ସହିତ କଥାବାର୍ତ୍ତା


Read More...


ଆଲୋଚନା Generic placeholder image

ପୁସ୍ତକ ଓ ପ୍ରକାଶକ


ସହଦେବ ସାହୁ


ସମସାମୟିକ ସାହିତ୍ୟ ସମସ୍ୟା ଉପରେ ଏକ ଅନୁଶୀଳନ


Read More...


ପୁସ୍ତକ ସମୀକ୍ଷା Generic placeholder image

କଥା କଥା କବିତା କବିତା- ଏକ ଅତୁଳନୀୟ ପତ୍ରିକା


ଶାଳନ୍ଦୀ ସମୀକ୍ଷକ



Read More...


ସାକ୍ଷାତକାର Generic placeholder image

ସାମାଜିକ ଗଣ ମାଧ୍ୟମ ହେଉଛି ସାହିତ୍ୟର ଗଣତାନ୍ତ୍ରୀକରଣ


ପ୍ରଦୀପ ବିଶ୍ବାଳ



Read More...


ଗଳ୍ପ Generic placeholder image

ଭିନ୍ନ ଏକ ଚନ୍ଦ୍ରସେଣା


କବିତା କୁମୁଦ ମେହେର


କାନ୍ଦର ଲହରୀ ଭାସି ଆସୁଥିଲା ଗେଟ୍ ଯାଏ । ସ୍କୁଟିକୁ ଷ୍ଟାଣ୍ଡରେ ରଖୁ-ରଖୁ ଥାନା ବାରଣ୍ଡାରୁ ହୋ-ହଲ୍ଲା ଶବ୍ଦ ତାଙ୍କ କାନରେ ପିଟି ହେଲା ,ବିରକ୍ତ ହୋଇଗଲେ ଦୀପ୍ତି ମେଡମ୍ ।


Read More...


ଗଳ୍ପ Generic placeholder image

ଅଧାଲେଖା ଇତି


ସାଗରିକା ପାଣିଗ୍ରାହୀ


ମେଡିକାଲ କଲେଜର ଲାବୋରେଟରୀ ଟେବୁଲରେ ପଡିଥିଲା କଙ୍କାଳଟିଏ । କ୍ୟାନସର ସ୍ପେସାଲିଷ୍ଟ ଅର୍ଣ୍ଣବ ପଏଣ୍ଟରରେ ସ୍ପର୍ଶ କଲେ କଙ୍କାଳକୁ । ହଠାତ୍ ଅନୁଭବ କଲେ ଏକ ବିଜୁଳି କରେଣ୍ଟ ଖେଳିଗଲା ତାଙ୍କ ସମଗ୍ର ଶରୀରରେ । କେହିଜଣେ ଛାତ୍ର କହିଲା--ସାର୍ କଙ୍କାଳକୁ ନେଇ ପାଠ ପଢିଲା ବେଳେ ମାଟି ତଳୁ ସଦ୍ୟ ଏକ ଫସିଲ ଆବିଷ୍କାର କଲା ପରି ଲାଗୁଛି


Read More...