Shalandi Sahitya
ଗଳ୍ପ Generic placeholder image

ମାଓବାଦୀ


ଗୌତମ ବୁଦ୍ଧ ଦାସ


ମୁଣ୍ଡ ଘୂରାଇ ଦେଉଥିଲା। ପାଦ ଦୁଇଟା କ୍ରମଶଃ ଅସାଡ଼ ହୋଇ ଆସୁଥିଲା। ତମାମ ଜଂଗଲ, ଜଂଗଲର ଅସଂଖ୍ୟ ଗଛ, ମୁଣ୍ଡ ଉପରର ତତଲା ସୂର୍ଯ୍ୟ ଏବଂ ଆଖି ପାଉ ନ ଥିବା ଆକାଶ ସବୁ ଯେମିତି ତା’ ଚାରିପଟେ ଘିର୍‌ ଘିର୍ ହେଇ ବୁଲୁଥିଲେ।


Read More...


ଗଳ୍ପ Generic placeholder image

ଶାଳଚୂଲି


ଶୁଭ୍ରାଂଶୁ ବିଶ୍ୱାଳ


ଛଅ ମାସ ହେବଣି ଜେଜେ ଖଟିଆରୁ ଉଠିପାରୁନାହାନ୍ତି । ଡାକ୍ତରଂକ ବାଇଦା ତାରିଖରୁ ଅଧିକ ଦିନ ବଂଚିଲେଣି । ଆମେ ସମସ୍ତେ ପ୍ରାର୍ଥନା କରୁଛୁ ଜେଜେ ଶୀଘ୍ର ଘଟ ଛାଡି ଦିଅନ୍ତୁ । ମରିବା ଆଗରୁ ନର୍କ ଯନ୍ତ୍ରଣା ଭୋଗିବା ଅପେକ୍ଷା ମରିଗଲେ ଭଲ ।


Read More...


ଗଳ୍ପ Generic placeholder image

ବାସୁ


ତରୁଣକାନ୍ତି ମିଶ


ବାସୁ,ବାସୁ।' ପାହାନ୍ତି ଅନ୍ଧାର ଭିତରେ କିଏ ଡାକିବାର ଶୁଭିଲା, ଧୀର କଅଁଳ ସ୍ଵରରେ । ବାସୁ ସେତେବେଳେ ସ୍ଵପ୍ନ ଦେଖୁଥିଲା, କ'ଣ ଗୋଟିଏ ଭଲ ସ୍ଵପ୍ନ । ସ୍ଵପ୍ନରେ ସେ କ'ଣ ସବୁ ଦେଖୁଥିଲା କିଛି ମନେ ପଡ଼ିଲା ନାହିଁ, କିନ୍ତୁ ଭାରି ଭଲ ଲାଗୁଥିଲା। ସେ ଶୋଇଲା କଡ଼ ଲେଉଟାଇ । ଚାଦର ଟାଣି ନେଲା ବେକ ପର୍ଯ୍ୟନ୍ତ ।


Read More...


ଗଳ୍ପ Generic placeholder image

ପିଠି


ଡିଲେଶ୍ୱର ରଣା


ସମୟ ଠିକ୍ ଗୋଟାଏ ବାଜିଲା ମୋ ହାତଘଣ୍ଟାରେ । ଫଗୁନ୍ ମାସ ହେଲେ ବି ଶୀତ ଆହୁରି ଯୁଆନ ସାଜୁଥାଏ । ଶୀତକୁ କି ଲାଜ ନା ବର୍ଷାକୁ ଖାତିର କରେ ନା ଖରାକୁ । ଛୁଟି ପଡିଯାଏ ଶନିବାରରୁ ମଙ୍ଗଳବାର । କାଲି ପୁଣି ସ୍କୁଲ ଖୋଲିବ ।


Read More...


ଗଳ୍ପ Generic placeholder image

ଛାଇ


ଅରବିନ୍ଦ ଦାସ


ଛାଇଟିଏ ନିହାତି ଦରକାର। ନିଜ ଛାଇ ତଳେ କଣ କେବେ ଠିଆ ହୋଇପାରେ ମଣିଷ ?" ବାପା ଥରେ କହିଥିଲେ। ନିଜ ଛାଇ କୁ ଅନାଇ ଚମକି ପଡିଲେବିଜୟ। ଚାରିଆଡକୁ ବିକଳ ହୋଇ ଅନାଇ ଅନ୍ୟ କିଛି ଛାଇ ଖୋଜୁଥିଲେ ବିଜୟ। ଛାଇ ତଳେ ଠିଆ ହେବାକୁ ଭାରି ଇଛା ହେଉଥିଲା।ହେଲେ ଛାଇ କାହିଁ !!!


Read More...


ଗଳ୍ପ Generic placeholder image

ଅପକର୍ମ


ଯଶୋବନ୍ତ ସାମଲ


ପ୍ରମାଣ ମିଳିସାରିଥିଲା । ପ୍ରତ୍ୟକ୍ଷଦର୍ଶୀ ନିଜ ନିଜ ବୟାନ ଦେଇସାରିଥିଲେ । ଉପସ୍ଥିତ ସମସ୍ତ ଗୁଣୀ ଜ୍ଞାନୀ ସଜ୍ଜନମାନଙ୍କର ଗୋଟିଏ ମତ- ପିଲାଟି ଦୋଷ କରିଛି । ଶ୍ରେଣୀଶିକ୍ଷକ ମତ ଦେଲେ - ଏ ପିଲାକୁ ଦଣ୍ଡ ମିଳିବା ନିହାତି ଦରକାର । କୋମଳ ବୟସରୁ ଯଦି ଏପରି କୁକାର୍ଯ୍ୟ ଆରମ୍ଭ କଲାଣି, ବଡ଼ ହେଲେ କେଡ଼େ କେଡ଼େ ଦୁଷ୍କର୍ମ ସେ ନ କରିବ ! ଏବେଠୁ ଶାସନ ଢିଲା ହେଲେ, ଭବିଷ୍ୟତରେ ସେ ଏକ କଳଙ୍କ ହୋଇ ଠିଆହେବ ସମାଜରେ ।


Read More...


ଗଳ୍ପ Generic placeholder image

ଆପଣା ପାଇଁ


ପୁଣ୍ୟପ୍ରଭା ଦେବୀ


ରିଟାୟାର୍ କରିବାକୁ ଆଉ ମାତ୍ର ଦୁଇମାସ ବାକି ଥିଲା ସୁନନ୍ଦଙ୍କର । ଝିଅ କାନାଡାରେ ଆଉ ପୁଅ ଦିଲ୍ଲୀରେ ରହିଥିଲାବେଳେ ସମୟଟାକୁ କେମିତି କଟେଇବେ ଯେତେବେଳେ ଭାବିପାରୁ ନ ଥିଲେ ସୁନନ୍ଦ


Read More...


ଗଳ୍ପ Generic placeholder image

ଆଦିମ


ତରୁଣକାନ୍ତି ମିଶ


ଅରୂପ ହାତରେ ଧରିଥିଲା ଗୋଟିଏ ଛୋଟ ପ୍ୟାକେଟ୍, ପୁରୁଣା ଖବରକାଗଜରେ ବନ୍ଧା ପୁଟୁଳିଟିଏ । ସୁମିତ୍ରା ପଚାରିଥିଲା - ଏ କ'ଣ ? - କିଛି ନୁହେଁ । ଗୋଟେ ପଥର ମୂର୍ତ୍ତି । - ନଟରାଜ ! - ନା, ନଟରାଜ ନୁହନ୍ତି ।


Read More...


ଗଳ୍ପ Generic placeholder image

ବିରଳା ଭବନରେ ସୂର୍ଯାସ୍ତ


ବିଭୂତି ପଟ୍ଟନାୟକ


୧ ୯ ୪୮ ମସିହା । ଜାନୁଆରୀ ୧୩ । ମଙ୍ଗଳବାର ।ନୂଆଦିଲ୍ଲୀ ବିରଳା ଭବନ ସଂଲଗ୍ନ ବଗିଚାରେ ଆରମ୍ଭ ହେଲା ମୋହନ ଦାସଙ୍କ ଶେଷ ଅନଶନ । ଏହା ହିଁ ହୋଇପାରେ ଶେଷର ଆରମ୍ଭ


Read More...