Shalandi Sahitya
ଗଳ୍ପ Generic placeholder image

ଭୁର୍କୁଣ୍ଡୁ ଏ ଭୁର୍କୁଣ୍ଡ


ଆଦିତେଶ୍ଵର ମିଶ୍ର


ଭୁର୍କୁଣ୍ଡୁ ରେ .. ଏ ..ଏ.. ଇସ୍କୁଲ ପାଚେରିରେ ପିଟି ହୋଇ ଫେରିଆସୁଛି ମୋର ପ୍ରାକ କୈଶୋର କଣ୍ଠର ପ୍ରତିଧ୍ଵନି। ଇସ୍କୁଲ ସାରା ଛୁଟିଦିନର ନୀରବତା । ଛୁଟିଦିନର ନୀରବତା ସଙ୍ଗେ ଗୋଳେଇ ହୋଇଯାଉଛି ଭୋଦୁଅ ମାସର ଦି' ପହରିଆ ଖରା। ଟାଇଟାଇଁ ।


Read More...


ଗଳ୍ପ Generic placeholder image

ଗପ ଗଢୁଥିବା ଝିଅ


ଚିରଶ୍ରୀ ଇନ୍ଦ୍ରସିଂ


ଡ୍ରାଇଭର ସିଟ୍‌ର ପଛକୁ ଲାଗି ଗାଡ଼ି ଭିତରକୁ ମୁହଁ କରିଥିବା ତିନିଜଣିଆ ସିଟ୍ ରେ ଦିଜଣ ବୁଢ଼ାବୁଢ଼ୀ, ମଝିରେ ନାତି। ନାତିଟିର ବୟସ ବାର କି ତେର, ଆଖିରେ ମୋଟା ଲେନ୍‌ସର ଚଷମା, ମୁହଁରେ ଅସ୍ଵାଭାବିକ ଗାମ୍ଭିର୍ଯ୍ୟ । ବୁଢ଼ାବୁଢ଼ୀ ଦୁହେଁ କିନ୍ତୁ ଭାରି ଗମାତିଆ। ସୁବିଧା ହେଲା ମାତ୍ରେ ନାତି ପିଠିପଟେ ମୁହଁ ଗଳେଇ ଖୁଉବ୍‌ ହସାହସି ହେଉଥାଆନ୍ତି, ଦୁହେଁ ଗପସପ କରୁ କରୁ ।


Read More...


ଗଳ୍ପ Generic placeholder image

ଜିଗୋଲୋ


ସହଦେବ ସାହୁ


ସୁମନ୍ତ ଗୋଟିଏ ଜିଗୋଲୋ ବୋଲି ପୁଣି ଅଜୟ ଆଶ୍ଚର୍ଯ୍ୟ ହେଲା ନାହିଁ , କିନୁ ତାକୁ ଦୁଃଖ ଲାଗିଲା -। ବିଶ୍ଵ ବିଦ୍ୟାଳୟ ଛାଡ଼ିଲା ପରେ ବାରବର୍ଷ ହେଲା ସୁମନ୍ତ ସହିତ ତା'ର କୌଣସି ସଂପର୍କ ନଥିଲା , ନିଜନିକ ବାଟରେ ସେମାନେ ଚାଲିଯାଇଥିଲେ, କିନ୍ତୁ କଲେଜ ଓ ଇଭନିଭରସିଟିରେ ସେମାନେ ଘନିଷ୍ଠ ବନ୍ଧୁ ଥିଲେ ।


Read More...


ଗଳ୍ପ Generic placeholder image

ଡଙ୍ଗର ତଳର ବୁରୋଲଟି


ମଳୟ ମିଶ୍ର


ପଶ୍ଚିମାଭାଷାରେ ଏମିତି ଗୋଟେ ଢମାଳି ଅଛି : ' ଡଂଗର ତଲର ବୁରୋଲଟିରେ , ସ ର୍ ସୋ ତି ! / ଖାଏତୁ ବଲେ ତୁଲି ଆନି ଦେତି...! ' ସରସୋତି ବୋଇଲା : ବୁଝେଇ ଦିଅ !


Read More...


ଗଳ୍ପ Generic placeholder image

ଗବ୍ବର ସିଂହର ଚାନ୍ଦ ଟେଲର


ସୁଶୀଳ ପ୍ରଧାନ


ନଫରୂଲ୍‌ ଅହମ୍ମବ ଫେରିଯିବାର କିଛି ସମୟ ପରେ ନରହରି ଦାଶ, ଗକର ସିଂ ଆସି ପଚାରିଲା ସେଇ ସମାନ ପ୍ରଶ୍ନ - କୂର୍ତା ତୟାର ହେଇଛି? ଦଜ ଗଜ୍କର ସିଂ ତାକୁ ମଧ୍ୟ ସେଇ ସମାନ ଉତ୍ତର ଦେଲା- “'ନା, ନୂଆ ତୟାର ହେଇନାହିଁ ସେଇ ପୂରୁଣା ଦୂଇଟା ମରାମତି ହେଇ ଟଙ୍ଗା ହେଇଛି।


Read More...


ଗଳ୍ପ Generic placeholder image

ଯେବେ ଜୀବନ ଡାକେ - ଆ


ଅରବିନ୍ଦ ରାୟ


ସେହି କଣ୍ଠସ୍ଵର ହିଁ ନୀଳକଣ୍ଠ ତିଆଡ଼ି ଜୀବନର ମୋଡ଼ ବଦଳାଇ ଦେଲା। ନୀଳକଣ୍ଠର ବାପା ଭ୍ରମର ତିଆଡ଼ି ଥିଲେ ବିଶିଷ୍ଟ ପାଲାଗାୟକା ଚେହେରା ଯେମିତି ଦେଖିବାକୁ ରାଜା ପରି, କଣ୍ଠସ୍ଵର ବି ସେମିତି ବୀଣାଜିଣା। କେଡ଼େ କେଡ଼େ ପାଲାଗାୟକ ଭ୍ରମର ତିଆଡ଼ିକଂ ପାଲା ଗାୟନ ପାଖରେ ହାର୍‌ ମାନିଛନ୍ତି ଓ ସ୍ବୀକାର କରିଛନ୍ତି ତାଙ୍କ କଂଠ ରେ ସ୍ଵୟଂ ମା” ସରସ୍ଵତୀ ବିରାଜମାନ କରିଛନ୍ତି।


Read More...


ଗଳ୍ପ Generic placeholder image

ବେଲୁନ ବାଲା


ପରେଶ ପଟ୍ଟନାୟକ


ଖରା ଯେମିତି ଶପଥବଦ୍ଧ ଥିଲା ଆହୁରି ତୀବ୍ର ହେବାପାଇଁ । ତୀବ୍ର ଓ ଟାଣ । ମଣିଷମାନଙ୍କ ପ୍ରତି ତା’ର କୌଣସି କରୁଣା ଥିଲା ଭଳି ମନେହେଉ ନଥିଲା । ବର୍ଷାଭଳି ସେ ଅଗ୍ନୀକଣିକା ସିଂଚିବାରେ ଲାଗିଥିଲା ।


Read More...


ଗଳ୍ପ Generic placeholder image

ସନ୍ତରଣ


ସୁରେନ୍ଦ୍ର ମିଶ୍ର


ଝରକା ଦେଇ ପଶିଆସିଥିବା ଆଞ୍ଜୁଳେ କଅଁଳିଆ ପବନ ବିଚିତ୍ରାନନ୍ଦଙ୍କୁ ସାଉଁଳେଇ ଦିଅନ୍ତେ ସେ ନିଦ ଭାଙ୍ଗି ଉଠିପଡ଼ିଲେ । ପବନ ତାଙ୍କୁ ଡାକୁ ବା ନ ଡାକୁ ସବୁଦିନ ସେ ଏଇ ସମୟରେ ଉଠଡ୍ତି ।


Read More...


ଗଳ୍ପ Generic placeholder image

ଅଲଣା ସମୁଦ୍ର


କ୍ଷୀରୋଦ ବିହାରୀ ବିଶ୍ୱାଳ


ମୁଁ ଆତ୍ମହତ୍ୟା କରିବି । ଆଉ ବଂଚିରହି ଲାଭନାହିଁ । ଏମିତି ଏକ ଭାବନା ଟେ ମନଭିତରେ ଦୃଢ଼ ହେଉଥିଲା । ଅବସ୍ୟ ଆତ୍ମହତ୍ୟାର କାରଣ ଟା ବହୁତ ଛୋଟ କିନ୍ତୁ ଗୁରୁତ୍ତ୍ୱପୁର୍ଣ୍ଣ କଥା ହେଲା କି ସେହି ଛୋଟ ଘଟଣା ବି ମୋ ସହିତ ଆଗରୁ କେବେ ହୋଇନଥିଲା ।


Read More...


ଗଳ୍ପ Generic placeholder image

ତୁମେ ଫେରିଆସ


ଚିନ୍ମୟୀ ବାରିକ


"ତୁମେ ଫେରି ଆସ ...ପାପା...." ଏମିତି କଣ କହି ପାରିବି କି ମୁଁ ତୁମକୁ ଫୋନ୍ କରି ? କହି ପାରିବି କି ମୁଁ ତୁମକୁ ଭୂଲି ପାରି ନାହିଁ, ଆଉ ଏଠି ସକାଳର ଧୂଆଁ ଧୂଆଁ କୁହୁଡି ଭିତରେ ମୋତେ ଦେଖା ଯାଉଛି ତୁମ ହାତ ତିଆରି ଚା'ର ବାମ୍ଫ ।


Read More...